ଦେସିଆ ୱେବ୍ସାଇଟ୍
ଦେସିଆ ବାସା ୱେବ୍ସାଇଟର୍ ଲାଗି ସବୁଲକ୍କେ ଜୁଆର୍ । ଏ ୱେବ୍ସାଇଟ୍ ଆମେ ତମର୍ ଲାଗି ତିଆର୍ ତିଆର୍ କରିଆଚୁ । ଏ ୱେବ୍ସାଇଟେ ଦେସିଆରେ ତିଆର୍ ଅଇରଇବା କେତେକ୍ କେତେକ୍ ଜିନିସ୍ ସବୁ ଚାଡିଆଚୁ । କାଇ ବାଦା ନ ଅଇତେ, ତମେ ଏ ୱେବ୍ ସାଇଟ୍ କୁଲା କୁଲି ବାବେ ଦେସିଆ ବାସାଇ ଆରି ଇଂଲିସ୍ ବାସାଇ ଦେକି ପାରାସ୍ । ଇଂଲିସ୍ରେ ଦେକ୍ବାକେ ଆଲେ ଉପ୍ରେ ଦିଆ ରଇବା ଇଂଲିସ୍ ଲେକା ଅଇଲାଟାନେ ଜାଇ କ୍ଲିକ୍ କଲେ ଦେକି ପାରାସ୍ । ଆମେ ଆସା କଲୁନି ଏଟା ଦେକ୍ଲେ ତମ୍କେ ସାର୍ଦା ଲାଗ୍ସି । ଏ ତିଆର୍ ଅଇରଇବା ୱେବ୍ସାଇଟ୍ ଦେକି କରି, ଆରି କାଇ କାଇଟା କଲେ ନିକ ଅଇତା, ନିକ ଆଚେ କି ନାଇ ଏଟା ସବୁ ଆମ୍କେ ଜାନାଇବାର୍ ଆଚେ । ତମର୍ ମୁକିଅ କାମ୍ ଅଇଲାନି ଜାନାଇବାଟା ।